Browsing Tag

balangir news

ପୁନର୍ଜୀବନ ଅପେକ୍ଷାରେ ଡବ୍ଲ୍ୟୁଓଡିସି ; ଉଦ୍ଦେଶ୍ୟ ସାଧାନର ସାମର୍ଥ୍ୟ ହରାଇଛି ବିକାଶ ପରିଷଦ

ବଲାଙ୍ଗିର : ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରାଯାଇଥିଲା। କିନ୍ତୁ ମୂଳ ଉଦ୍ଦେଶ୍ୟରୁ ବିକାଶ ପରିଷଦ ଦୂରେଇ ଯାଇଛି ବୋଲି ଖୋଦ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିବା…
Read More...

ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଘର ଭିତରୁ ନାବାଳିକା ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ଡେବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଏକ ଘର ଭିତରୁ ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି।…
Read More...

ବିଧାୟକ ନରସିଂହଙ୍କ ପ୍ରଶ୍ନ:  ଏ ଲକ୍ଷ୍ମଣ ମେହେର କିଏ? ଜେଇଙ୍କ ମୁଣ୍ଡରେ ଖଣ୍ଡା

ବଲାଙ୍ଗିର:ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତର ବରକାନି ଗାଁ ସ୍କୁଲ। ଏହି ସ୍କୁଲର କୋଠା ନିର୍ମାଣ ପାଇଁ ସଦର ବିଧାୟକ ନରସିଂହ ମିଶ୍ରଙ୍କ ଚିଠି କ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଆର୍ଥିକ ଅନୁଦାନ ଯୋଗାଇ…
Read More...

ପଚାରିଲାନି ପାଳିତା କନ୍ୟା ; ସରକାରୀ କ୍ୱାର୍ଟରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଏକ ପରିତ୍ୟକ୍ତ ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବୃଦ୍ଧଙ୍କ ମୃତ୍ୟୁ…
Read More...

ଏମିତି ଚାଲିଛି ସମବାୟ ବିଭାଗ ; ପଦୋନ୍ନତି ପାଇଁ ବାରମ୍ବାର ଚିଠି ପରେ ବି ମୁଖିଆଙ୍କ ଅଣଦେଖା

ବଲାଙ୍ଗିର : ସମବାୟ ବିଭାଗ ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ ତଥା ସେମାନଙ୍କ ପଦୋନ୍ନତି ଅବଧି ହୋଇ ସାରିଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ମିଳି ପାରି ନାହିଁ। ଏସଂପର୍କରେ ରାଜ୍ୟ ସମବାୟ ବିଭାଗ…
Read More...

ସେଣ୍ଟ୍ରିଂ ଖୋଳୁଥିବା ବେଳେ ଅଘଟଣ ; ଶ୍ରମିକ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁଳସୀନଗରପଡ଼ାରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘର ଛାତ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଛାତ ଖସିବା…
Read More...

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଏକ ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଥିବା ରବିବାର ଜଣାପଡ଼ିଛି। ବସ ଷ୍ଟାଣ୍ଡ ନିକଟରୁ ପ୍ରାୟ ୩ କିମି ପିଛା କରିବା ପରେ ପୁଲିସ ବୋଲେରୋ ସହ ଏହା ଭିତରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି।…
Read More...

ଅବକାରୀ ବିଭାଗର ମୁଖ୍ୟ କିରାଣୀ ଓ ତାଙ୍କ ପତ୍ନୀ ଜୁନିଅର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର : ବଲାଙ୍ଗୀରରେ ଏକ ଦମ୍ପତ୍ତିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠ୍‍ ଓ ତାଙ୍କ…
Read More...

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜେଇ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ବୁଧବାର ଧରାପଡ଼ିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା…
Read More...

ବାଣ ଫୁଟି ୨ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଦ୍ୱୟ ମୁନିରାମ ଛତିଆଙ୍କ ପୁଅ ଓ ଝିଅ। ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
Read More...