Browsing Tag

Badasahi

ମାଣତ୍ରୀ ଉପଡାକଘର ୧୦ଦିନ ଧରି ବନ୍ଦ ପଡ଼ିଛି, ୨୦ହଜାର ଉପଭୋକ୍ତା ପ୍ରଭାବିତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ଉପଡାକଘର ଚଳିତ ମାସ ୧୪ତାରିଖ ସୋମବାର ପାଖରୁ ୨୩ତାରିଖ ବୁଧବାର ପର୍ଯ୍ୟନ୍ତ ବନ୍ଦ ପଡ଼ିଛି। ଫଳରେ ଉପଡାକଘର ଉପରେ ନିର୍ଭରଶୀଳ ଉପଭୋକ୍ତା ତଥା ଜନସାଧାରଣ…
Read More...

ସଲାସୁତରାରେ ଚାଲିଥିଲା ଶାକୁଆ ଘାଟରୁ ବାଲି ଚାଲାଣ: ସ୍ୱତନ୍ତ୍ର ସ୍କ୍ୱାଡ଼୍‍ର ଚଢ଼ଉ, ୨ଟି ଜେସିବି ଜବତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ବୁଢ଼ାବଳଙ୍ଗ ନଦୀର ଶାକୁଆ ଘାଟରୁ ବେଆଇନ ବାଲି ଉତ୍ତୋଳନ ପୂର୍ବକ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲାପାଳଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ଼୍‍ର ଛଢ଼ାଉ…
Read More...

ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ଶିମିଳିପାଳ ବନବାସୀଙ୍କ ଅଭିନବ ଉଦ୍ୟମ

ବଡ଼ସାହି: ଓଡ଼ିଶାରେ ଥିବା ୨ଟି ଜାତୀୟ ଉଦ୍ୟାନ ଓ ୧୮ଟି ଅଭୟାରଣ୍ୟ ମଧ୍ୟରୁ ମୟୂରଭଞ୍ଜ ଜିଲାର ଶିମିଳିପାଳ ଜୈବ ମଣ୍ଡଳ ଅନ୍ୟତମ। ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କିମି ହୋଇଥିବା ବେଳେ ସେଥିମଧ୍ୟରୁ…
Read More...

‘ସମାଜ’ ର ପ୍ରଭାବ : ଚଳିତ ସପ୍ତାହରେ ନୂତନ ଆଇଆଇସି ନିଯୁକ୍ତି, ଏସପିଙ୍କ ପ୍ରତିଶୃତି ମୁହଁ ଖୋଲିଲେ ବିଧାୟକ ବିଜୁଳି

ବଡ଼ସାହି : ଚଳିତ ସପ୍ତାହରେ ବଡ଼ସାହି ଥାନାରେ ଜଣେ ନୂତନ ଆଇଆଇସିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୟୂରଭଞ୍ଜ ଏସପି ପୁରୁଷୋତ୍ତମ ସ୍ମିଥ ପ୍ରତିଶୃତି ଦେଇଛନ୍ତି ବୋଲି ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି। ‘ୱାର୍କ…
Read More...

ନଦୀରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବଡ଼ସାହି: ସ୍ଥାନୀୟ ପୁଲିସ ମଙ୍ଗଳବାର ବୁଢ଼ାବଳଙ୍ଗ ନଦୀରୁ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର କରିଛି। ଦୁର୍ଗାପୁର ପଞ୍ଚାୟତର ପଣ୍ଡୁପାଳ ଗ୍ରାମବାସୀ ନଦୀରେ ମୃତଦେହଟି ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।…
Read More...

ଭାଙ୍ଗିଲା ମାଣତ୍ରୀ କୁଣ୍ଡିବନ୍ଧ; ଚାଷଜମି କ୍ଷତିଗ୍ରସ୍ତ

ବଡ଼ସାହି: ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଙ୍ଗାହାର ନଦୀରେ ବନ୍ୟାଜଳ କୂଳଲଂଘନ କରିଥିବା ବେଳେ ଶାଖା ଜଳାଶୟ ମାଣତ୍ରୀ କୁଣ୍ଡିବନ୍ଧ ଭାଙ୍ଗିଯାଇଛି। ଫଳରେ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବନ୍ଧ ତଳେ ଥିବା…
Read More...

ପ୍ଲାଜମା ଦାନ ପାଇଁ ଇଚ୍ଛୁକ ବାପା, ପୁଅ ଭାଗ୍ୟରଞ୍ଜନର ଜୀବନ ବଞ୍ଚାଇବାକୁ ଗୁହାରି

ବଡ଼ସାହି: ୧୮ ବର୍ଷୀୟ ପୁଅର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନା ଯାଇ ଜଣେ ବାପା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନ୍ୟର…
Read More...

ନାବାଳିକା ଅପହରଣକାରୀ ନାବାଳକ ଅଟକ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜନୈକା ନାବାଳିକା ଅପହରଣକାରୀକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଅପହୃତ୍ତା ଓ ଅପହରଣକାରୀ ଉଭୟେ ନାବାଳିକା/ନାବାଳକ ହୋଇଥିବାରୁ ତଦନୁଯାୟୀ ପୁଲିସ…
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସଟଡ଼ାଉନ ପଞ୍ଚାୟତର ରକ୍ତଦାତା ଓ କର୍ମକର୍ତ୍ତା

ବଡ଼ସାହି : ରକ୍ତଦାନ ମହତ ଦାନ। ମୟୂରଭଞ୍ଜ ଜିଲାର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବଡ଼ସାହି ବିଧାୟକ ସନାତନ ବିଜୁଳି ତାଙ୍କ ଦଳ ବିଜେପି ଓ ଅନ୍ୟ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ତାଲାବନ୍ଦ…
Read More...

ପୁଣି ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ଅଭିଯୋଗ, ବାଲି ବୋଝେଇ ଟ୍ରାକ୍ଟର ଜବତ

ବଡ଼ସାହି : ଜିଲାରେ ବାଲି ଓ ମୋରମ ଚାଲାଣ ନେଇ ବିଜେପି ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟରେ ତୋମ୍ବିତୋଫାନ କରାଯାଉଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଏହାର ବିଶେ​‌ଷ କିଛି ପ୍ରଭାବ ଦେଖିବାକୁ…
Read More...