Browsing Tag

arms seized

ପଶ୍ଚିମବଙ୍ଗରେ ଅସ୍ତ୍ରଶସ୍ତ୍ର ଜବତ; ୨ ଗିରଫ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର  ଓ ବିସ୍ଫୋରକ ଜବତ କରାଯିବା ସହିତ ସେମାନଙ୍କୁ ଗିରଫ କରାଯାଇଛ। ପୁଲିସ ପକ୍ଷରୁ କୁହାଯାଇଛି ଯେ ଏକ ସୂତ୍ରରୁ ସୂଚନା…
Read More...

୩ ଉଲ୍‍ଫା ସଦସ୍ୟ ଗିରଫ, ବନ୍ଧୁକ ଓ ବୋମା ଜବତ

ଗୁଆହାଟୀ : ଆସାମର ତିନସୁକିଆ ଜିଲାରୁ ମଙ୍ଗଳବାର ସୁରକ୍ଷା କର୍ମୀମାନେ ନିଷିଧ ଘୋଷିତ ୟୁନାଇଟେଡ ଲିବେରସେନ ପ୍ରଣ୍ଟ ଅଫ ଆସାମ (ଉଲ୍‍ଫା)ର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଗିରଫ ବିଚ୍ଛିନ୍ନତାବାଦୀ ସଂଗଠନ ଉଲଫାର…
Read More...