୫ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ Samaja Digital (AH) Dec 23, 2020 ଆସିକା : ୨୦୧୩ ମସିହା ଜୁଲାଇ ୫ ତାରିଖରେ ଆସିକା ହରିଜନ ସାହିରେ ସଂଘଟିତ ଏକ ଜଘନ୍ୟ ହତ୍ୟା ମାମଲାର ବିଚାର କରି ଆସିକା ଅତିରିକ୍ତ ଜିଲା ଦୌରାଜଜ୍ ୫ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଦିନ ସଂଘବଦ୍ଧ… Read More...