Browsing Tag

1 injured

ଡିଭାଇଡ଼ରରେ ପିଟି ହୋଇ ପ୍ରଧାନଶିକ୍ଷକ ଗୁରୁତର, ମାନବିକତା ଦେଖାଇଲେ ହାବିଲଦାର 

ଗୋପାଳପୁର :  ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ  ଡିଭାଇଡ଼ରକୁ ପିଟି ହୋଇ ପ୍ରଧାନ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ପ୍ରଧାନ ଶିକ୍ଷକ ହେଲେ ଜଣଙ୍କ…
Read More...

ବାଇକକୁ ପିଟିଲା ମିନିଟ୍ରକ: ଜଣେ ମୃତ ଜଣେ ଗୁରୁତର, ଡ୍ରାଇଭର ଫେରାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ପୁଞ୍ଜିପଥର ନିକଟରେ ବାଇକକୁ ମିନିଟ୍ରକ ଧକ୍କା ଦେଇଛି। ଘଟଣା ସ୍ଥଳରେ ଜଣେ ମୃତ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି l ଘଟଣା…
Read More...

ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ; ବାପା ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…
Read More...