ନୂଆବର୍ଷ-୨୦୨୦କୁ ଧୁମଧାମରେ ପାଳନ କଲେ ସିଡ଼ନୀବାସୀ

ସିଡ଼ନୀ : ଅଷ୍ଟ୍ରେଲିଆର ସିଡ଼ନୀରେ ନୂଆବର୍ଷ-୨୦୨୦ ଧୁମଧାମରେ ପାଳିତ ହୋଇଯାଇଛି। ସିଡ଼ନୀବାସୀ ବାଣ ଫୁଟାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି।

ଦେଖନ୍ତୁ ସିଡ଼ନୀରେ ହୋଇଥିବା ଆତସବାଜିର ଦୃଶ୍ୟ

Comments are closed.