ନୂଆବର୍ଷରେ ସ୍ୱଚ୍ଛ ପୂରୀ ପାଇଁ ସଂକଳ୍ପ

ପୁରୀ : ନୂଆବର୍ଷରେ ସ୍ୱଚ୍ଛ ପୂରୀ ପାଇଁ ସଂକଳ୍ପ ନିଆଯାଇଛି । ବଡ଼ଦାଣ୍ଡ ସଫେଇ ଏବଂ ସମୂହ ପ୍ରାର୍ଥନା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୂରୀ ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲପାଳ ବଲୱନ୍ତ ସିଂ, ପୌର ଅଧିକାରୀ ବିଜୟ କୁମାର ଦାଶ ଙ୍କ ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଅଫିସ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡ ସଫା କରାଯାଇଛି । ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ପ୍ରମୁଖ  ବଡଦାଣ୍ଡ ଓଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Samajalive.in

Comments are closed.