ସ୍ବାମ ପାଟଣା କଲେଜ ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ

ପାଟଣା : ସ୍ବାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ୪୨ ଜଣ ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ଵାରା ଆଜି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପରିସରରେ ସଫେଇ କରାଯାଇଛି। ଡକ୍ଟର ଶୁଭେନ୍ଦୁ ସାଗର କୁମାର ନାୟକ, କଲେଜର ଏନ.ସି.ସି ଅଧିକାରୀ ଧର୍ମେନ୍ଦ୍ର କୁମାର ସାହୁ, ପି.ଏଚ.. ସରୋଜିନୀ ସେଠୀ, ବି.ପି.ଏମ ଦୀପକ କୁମାର ନାୟକ, ଏସ. ଭାଗିରଥି ବେହେରା, ବି ଡି.ଏମ ରଞ୍ଜିତା ରାଣୀ ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଵଛ ଭାରତ କାର୍ୟ୍ୟକ୍ରମ ଅନ୍ତର୍ଗତ ଏହି ସଫେଇ କାର୍ଯ୍ୟକ୍ରମରେ ଏନ ସି.ସି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପରିସର ଭିତର ବାହାର ସଫେଇ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଉଛି

Comments are closed.