ତୀରନ୍ଦାଜ ସଂଘର କର୍ମକର୍ତ୍ତା ଚୟନ

ବୌଦ୍ଧ: ଜିଲା ଷ୍ଟାଡିୟମ ଠାରେ ବୌଦ୍ଧ ଜିଲା ତୀରନ୍ଦାଜ ସଂଘ ପକ୍ଷରୁ କର୍ମର୍କା ଚୟନ ହୋଇଯାଇଛି। ସଭାପତି ଭାବେ ରାଷ୍ଟ୍ରପତି ପୁରସ୍କାରା ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ଉପସଭାପତି ଭାବେ ବିଶ୍ୱପ୍ରକାଶ ସାହୁ, ସମ୍ପାଦକ ଅର୍ଜୁନ କହଁର, ସହ ସମ୍ପାଦକ ମମତା ଦାଶ, କୋଷାଧକ୍ଷ୍ୟ ନିରଞନ ମେହେର ଓ ଇନ୍ଦ୍ରମଣୀ ମେହେର, ଅମିତା ପଟନାୟକ, ଗାୟତ୍ରୀ ବେହେରା, ସିଦ୍ଧାର୍ଥ ଅଗ୍ରୱାଲା, ପ୍ରେମାନନ୍ଦ ମିଶ୍ର, ଶିବଶଙ୍କର ଶତପଥି, ନିତିନ ମେହେଟା କାର୍ୟ୍ୟକାରୀ ସଭ୍ୟ ଭାବେ ମନୋନୀତ ହୋଇଥିଲେ। ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର, ବରିଷ୍ଠ କ୍ରୀଡାବିତ ରବିନ୍ଦ୍ର କୁମାର ରାଉତ, ସୁର୍ୟ୍ୟକାନ୍ତ ଦଳବେହେରା, ଦିଲିପ କୁମାର ସାହୁ ମନୋନିତ ହୋଇଛନ୍ତି ।

Comments are closed.