କାଦୁଆ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ପାଳିତ

ସୁଆଣ୍ଡୋ : ସାକ୍ଷୀଗୋପାଳ କାଦୁଆ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଦ୍ୱାରିକା ନାଥ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ସନ୍ଧ୍ୟା ରାଣୀ ଆଚାର୍ଯ୍ୟ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଜୟଶ୍ରୀ ଆଚାର୍ଯ୍ୟ ଗୋପବନ୍ଧୁ ସ୍ମୁତିପରିଷଦ ପକ୍ଷରୁ ସଭାପତି ଧୀରେନ୍ଦ୍ର ନାଥ ଦାସ ଭାରତ ବିକାଶ ପରିଷଦ ଓ ଗୋପବନ୍ଧୁ ମିଶନ ପକ୍ଷରୁ ଦେବାଶିଷ ମିଶ୍ର ସତ୍ୟବାଦୀ ଦାଶ ନୀଳକଣ୍ଠ ବାରିକ ଉପେନ୍ଦ୍ର ବିଶ୍ୱାଳ ସୁଶାନ୍ତ ରଥ ପ୍ରମୁଖ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ସୂତ୍ର ମାଲ୍ୟାର୍ପଣ ପୁଷ୍ପ ଅର୍ପଣ କରି ସ୍ମୁତି ଚାରଣ କରିଥିଲେ।

Comments
Loading...