ଓୟୁଏଟିରେ ଛାତ୍ର ବିଜେଡିର କ୍ୟାମ୍ପସ କମିଟି

ଭୁବ‌େନଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପାଇଁ ଛାତ୍ର ବିଜେଡି ପକ୍ଷରୁ କ୍ୟାମ୍ପସ କମିଟି ଘୋଷଣା ହୋଇଛି। ୨୬ ଜଣିଆ ଏହି କମିଟିରେ ଆଦିତ୍ୟ ନାରାୟଣ ରାଉତ ଆବାହକ ରହିଥିବାବେଳେ ଶୈଳେନ୍ଦ୍ର ଭଦ୍ର ଏବଂ ବିଶ୍ବଜିତ୍ ପାତ୍ର ସହ ଆବାହକ ଅଛନ୍ତି। ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ ପରେ କମିଟି ତାଲିକା ପ୍ରକାଶ ପାଇଛି।

Comments are closed.