ଷ୍ଟ୍ରବେରି ଚକୋଲେଟ ଲସୀ

ଷ୍ଟ୍ରବେରି – ୨କପ
ଦହି – ୧କପ
ଚକୋଲେଟ – ୧କପରୁ କମ
ଚିନି – ୨ ଚାମଚ
କାଜୁ, ବାଦାମ – ଅଳ୍ପ
ବରଫ ଖଣ୍ଡ – ଅଳ୍ପ
ଗୋଲାପ ଜଳ – ସାମନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଷ୍ଟ୍ରବେରିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଦହିରେ ଚିନି, ଷ୍ଟ୍ରବେରି, କାଜୁ, ବାଦାମ, ଗୋଲାପ ଜଳ, ଚକୋଲେଟ , ବରଫ ଖଣ୍ଡକୁ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଷ୍ଟ୍ରବେରି ଚକୋଲେଟ ଲସୀ।

Comments are closed.