ଫସଲ ବୀମା ସମସ୍ୟା ନେଇ ଷ୍ଟେ୍‍ଟ ବ୍ୟାଙ୍କ ଶାଖା ପରିଚାଳକଙ୍କ ଭେଟିଲେ ବିଧାୟକ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‌ର ଲଇଡା ଠାରେ ଥିବା ଷ୍ଟେଟ୍‍ ବ୍ୟାଙ୍କ ଶାଖାରେ ୨୦୧୮/୨୦୧୯ ଖରିଫ ଋତୁରେ କୃଷି ଋଣ କରିଥିବା ଶତାଧିକ ଚାଷୀ ଫସଲବୀମାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମଧାନ ପାଇଁ ଆଜି ରେଙ୍ଗାଲି ବିଧାୟକ ନାଉରୀ ନାଏକ ଲଇଡା ଗସ୍ତରେ ଆସି ଷ୍ଟେଟ୍‍ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆଲୋଚନା ସମୟରେ ସ୍ଥାନୀୟ ଚାଷୀ ଏବଂ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Comments are closed.