ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ୱେଷ୍ଟଇଣ୍ଡିଜ ଦଳ

କଟକ: ଆସନ୍ତାକାଲି ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମରେ ନେଟ୍ ପ୍ରାକ୍ଟିସ୍ ଜାରି ରହିଛି। ଶନିବାର ଭାରତୀୟ ଦଳ ପହଞ୍ଚି ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ଅଭ୍ୟାସ କରିଥିଲେ। ପରେ ଅପରାହ୍ନରେ ୱେଷ୍ଟଇଣ୍ଡିଜ ଦଳ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ ଜାରି ରଖିଛନ୍ତି। ଅଭ୍ୟାସ ପରେ ଭାରତୀୟ ଦଳ ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ମେ ଫେୟାରକୁ ଫେରି ଯାଇଛନ୍ତି।

Comments are closed.