ଦାରିଙ୍ଗବାଡି : କୋଭିଡ଼୍‍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା

ଦାରିଙ୍ଗବାଡ଼ି : ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପ୍ରକାରେ ସମଗ୍ର ଜିଲାରେ ଆଜି କୋଭିଡ଼୍‍ ଯୋଦ୍ଧାଙ୍କ ତ୍ୟାଗ ଓ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ସହିତ ଶପଥପାଠ କାର୍ଯ୍ୟକ୍ରମ ପ୍ରକାରେ, ଦାରିଙ୍ଗବାଡ଼ି ଥାନା ପରିସରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଛି। ଥାନା ଅଧିକାରୀ କୌଶିକ ମାଜୀଙ୍କ ସମେତ ସମସ୍ତ ଥାନାର କର୍ମଚାରୀ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ।

Comments are closed.