କଂଗ୍ରେସକୁ ଶିବସେନାର ପ୍ରଶଂସା

ନୂଆଦିଲ୍ଲୀ : ଶିବସେନା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଥିବା ଦୃଢୋକ୍ତି ପ୍ରକାଶ କରିଛି। ଜନମତ ସର୍ଭେ ଅନୁସାରେ ଏନଡିଏକୁ ବଡ ସଫଳତା ମିଳୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା। ଶିବସେନା କହିବା ଅନୁସାରେ କଂଗ୍ରେସ ଦଳକୁ ଲୋକସଭାରେ ବିରୋଧୀ ଦଳ ମାନ୍ୟତା ପାଇଁ ପୂର୍ଣ୍ଣସଂଖ୍ୟା ମିଳିବ।

Comments are closed.