ଓଡିଶା ରାଜ୍ୟ ସ୍କାଉଟ ଗାଇଡ଼ ଫେଲୋସିପି ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ

ଓଡିଶା ରାଜ୍ୟ ସ୍କାଉଟ ଗାଇଡ଼ ଫେଲୋସିପି ତରଫରୁ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।ଆଜି ଓଡିଶା ରାଜ୍ୟ ସ୍କାଉଟ ଗାଇଡ଼ ଫେଲୋସିପି ତରଫରୁ ସୁନ୍ଦରପଦା ର ଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା, ଏହି କାର୍ୟ୍ୟକ୍ରମ ରେ ଜଟଣୀ ର ମନୀୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ,ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ କୁମାର ପଟଶାଣୀ ଆଉ ସ୍କାଉଟ ଓଡିଶା ରାଜ୍ୟ ସଂପାଦକ ଶ୍ରୀ ରୁଷି ପଟ୍ଟନାୟକ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ଏହି କାର୍ୟ୍ୟକ୍ରମ କୁ ଭିଲାର ସଭାପତି ସୁରେଶ ପତ୍ର, କୋଷାଧ୍ୟକ୍ଷ ମହେଶ୍ୱର ବେହେରାଓ ଉପଦେଷ୍ଟା ହରିହର ପଣ୍ଡା,ରମେଶ ଦାସ,ପ୍ରମୋଦ କୁମାର ବେବର୍ତା,ଶ୍ରଦ୍ଧାଞ୍ଜଳି ମହାପାତ୍ର, ଶ୍ରଦ୍ଧା ମହାପାତ୍ର, ପ୍ରିତି ଦାସ, ବିସୁପ୍ରିୟା ସାହୁ, ସତ୍ୟଭାମା ବେହେରା,ଝିଲି ଦାସ ଓ ରମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ
ଏହି କାର୍ୟ୍ୟକ୍ରମ ପରେ ରାଜ୍ୟ ସ୍କାଉଟ ଗୁଇଡ ତରଫରୁ ଓଡିଶା ରାଜ୍ୟର ଦୁଇ ଉପ-ସଭାପତି ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ଆଉ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରି ବୃକ୍ଷ ଉପହାର ଦିଆଯାଇଥିଲା।

Comments are closed.