ବିସ୍ଥାପିତ ଅଞ୍ଚଳର ଲୋକଙ୍କୁ ସଚେନତନ କଲେ ଖୋଦ୍ ଜିଲ୍ଲାପାଳ ଓ ସିଏମସି କମିଶନର

କଟକ: କଟକ ଏସସିବି ମେଡିକାଲର ସମ୍ପ୍ରସାରଣ ହେବ। ଏହାକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ ସହ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ଉପଲବ୍ଧ ହେବ। ଆସନ୍ତା ସପ୍ତାହରୁ ଏସସିବି ମେଡିକାଲର ନବୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ କ୍ଷତିଗ୍ରସ୍ତ ହେଉଥିବା ବିସ୍ଥାପିତ ଅଞ୍ଚଳରେ ଖୋଦ୍ ଜିଲ୍ଲାପାଳ ଓ ସିଏମସି କମିଶନର ପହଞ୍ଚି ସ୍ଥାନୀୟଲୋକଙ୍କୁ ସଚେନତନା କରିଛନ୍ତି। ରାଜ୍ୟ ସରକାର ଘୋଷଣା କରିଥିବା ପ୍ୟାକେଜ୍ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି।

Comments are closed.