ସରାସକୋଲାରେ ଅଗ୍ନିଶମ ବିଭାଗର ବିଶୋଧନ କାର୍ଯ୍ୟକ୍ରମ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଂଚାୟତ ଅଂଚଳରୁ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ପଂଚାୟତ ମୁଖ୍ୟାଳୟରେ ବ୍ୟାପକ ବିଶୋଧନ କରାଯାଇଛି  । ସରାସକୋଲା ପଂଚାୟତ କାର୍ୟ୍ୟାଳୟ, ରାଜସ୍ୱ ନିରିକ୍ଷକ ଙ୍କ କାର୍ୟ୍ୟାଳୟ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆଦି ବିଶୋଧନ କରାଯାଇଛି  । ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଂଜନ ମହାନ୍ତଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ମାନେ ବିଶୋଧନ କାର୍ୟ୍ୟ ତ୍ୱାରାନ୍ୱିତ କରିଥିଲେ  ।

Comments
Loading...