ଲଇଡାରେ ଭୁଷଣ  ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ର ଲଇଡା ଗ୍ରାମରେ ଆଜି ଭୁଷଣ ପାଓାର ଏଣ୍ଡ୍‍ ଷ୍ଟିଲ୍‍ କମ୍ପାନୀ ପକ୍ଷରୁ ବିଶୋଧନ କାର୍ଯ୍ୟ ସମ୍ପନ୍ନ କରାଯାଇଛି। କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶକ୍ରମେ କମ୍ପାନୀ ପକ୍ଷରୁ ଆଜି ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ,ପଶୁଚିକିତ୍ସା କେନ୍ଦ୍ର,ପଞ୍ଚାୟତ ଅଫିସ,ସେବା ସମବାୟ ସମିତି, ବସ୍‍ ଷ୍ଟାଣ୍ଡ ଏବଂ ବସ୍ତିରେ ଔଷଧ ସିଞ୍ଚନ କରି ବିଶୋଧନ କରାଯାଇଛି।

Comments are closed.