ଜାଣନ୍ତୁ ଏହି ସଙ୍କେତ ଦେଇଥାଏ ଶନିଙ୍କ ଅଶୁଭ ପ୍ରଭାବର ସଙ୍କେତ

ଶନିଦେବତାଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିବାର ଦିନଟି ଶନିଦେବଙ୍କୁ ସମର୍ପିତ ଅଟେ। କେତେକ କାରଣ ଯୋଗୁଁ ବହୁ ସମୟରେ ଶନିଙ୍କ ଅଶୁଭ ପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏହି ସଙ୍କେତ ଦେଇଥାଏ ଶନିଙ୍କ ଅଶୁଭ ପ୍ରଭାବର ସଙ୍କେତ ….
ବାରମ୍ବାର ଟଙ୍କାପଇସାର ଅଭାବ ହୋଇଥାଏ।
ହଠାତ ଦାମୀ ଦ୍ରବ୍ୟ ହଜିବା।
କାର୍ଯ୍ୟରେ ସର୍ବଦା ବାଧା ସୃଷ୍ଟି ହେବା।
ପାଦ ସହ ଜଡ଼ିତ ରୋଗ ଲାଗି ରହିବା।
ଘରେ ଥିବା ପୋଷା ଜନ୍ତୁଙ୍କ ମୃତ୍ୟୁ ହୋଇଯିବା।
ବାରମ୍ବାର ବିବାଦରେ ପଡ଼ିବା।

Comments are closed.