ଜୁଲାଇ ୫ରେ ସମ୍ବଲପୁର ଜିଲା ସଟ୍ଡାଉନ୍

ସମ୍ବଲପୁର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଜୁଲଇ ୫(ରବିବାର)ରେ ସମ୍ବଲପୁର ଜିଲା ସଟ୍ଡାଉନ୍ ରହିବ ବୋଲି ଜିଲାପାଳ ଶୁଭମ୍ ସକ୍ସେନା ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲା ସଟ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ପାଇଁ ଅନୁମତି ଦିଆଯିବ। ଏହି ସଟ୍ଡାଉନ୍ ସମୟରେ ଅଣଅତ୍ୟାବଶ୍ୟକୀୟ କାର୍ଯ୍ୟକଳାପ ବନ୍ଦ ରହିବ ଏବଂ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ଜିଲାପାଳ କହିଛନ୍ତି।