ସମଲେଶ୍ବରୀ ମନ୍ଦିର ଦୀପ ଘରରେ ଲାଗିଲା ନିଆଁ

ସମ୍ବଲପୁର : ସମଲେଶ୍ବରୀ ମନ୍ଦିର ଦୀପ ଘର ରେ ଲାଗିଲା ନିଆଁ। ଗତ ବିଳମ୍ବିତ ରାତ୍ରୀ ପ୍ରାୟ 2 ଟା ବେଳେ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ଦିଆଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷତି ହୋଇନଥିବା ସୂଚନା ମିଳିଛି। କେତୋଟି ଟେବୁଲ,କପଡା ଓ କିଛି ଦୀପ ଜଳିଯାଇଛି। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ମୁଖ୍ୟତଃ ସର୍ଟ ସର୍କିଟ ଯୋଗୁ ବାହାର ପାଖରେ ଥିବା କପଡା ଓ ଘିଅ ଉପରେ ପଡି ନିଆଁ ଲାଗିଥିବା ସୂଚନା ଦିଆଯାଇଛି।

Comments are closed.