ସମ୍ବଲପୁର ରେଳ ମଣ୍ଡଳରେ ସଦଭାବନା ଦିବସ ପାଳିତ  

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଠାରେ ସଦଭାବନା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ଶପଥ ପାଠ କରାଯାଇ ସଦଭାବନା ଦିବସ ପାଳିତ ହୋଇଥିଲା । ଶୁକ୍ରବାର ଏହି ଅବସରରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଦଭାବନା ଦିବସର ଶପଥ ପାଠ କରାଇଥିଲେ ।

Comments are closed.