୨ହରିଣ ଶିକାରୀ ଗିରଫ ; ୪୦ କେଜି ମାଂସ ଜବତ

ସମ୍ବଲପୁର : ସମ୍ବଲପୁର ଜିଲା ବଡ଼ମାଳ ରେଞ୍ଜ ଜଙ୍ଗଲରେ ବନବିଭାଗ ଚଢାଉ କରିଥିବା ଶନିବାର ଜଣାପଡ଼ିଛି। ଚଢାଉ ବେଳେ ୨ ହରିଣ ଶିକାରୀଙ୍କୁ ଗିରଫ କରିବା ସହ ହରିଣ ମାଂସ ଜବତ କରିଛି। ହରିଣ ଶିକାର କରି ମାଂସ ଭାଗ ବେଳେ ୨ ଶିକାରୀ ଗିରଫ ହୋଇଛନ୍ତି। ଶିକାରୀଙ୍କ ଠାରୁ ୪୦ କେଜି ମାଂସ ଜବତ ସହ ଦେଶୀ ବନ୍ଧୁକ ଓ ଟର୍ଚ୍ଚ ଲାଇଟ ମଧ୍ୟ ଜବତ ହୋଇଛି।

 

Comments are closed.