ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ପୀଠରେ ବଡ଼ଓଷା

ସାକ୍ଷୀଗୋପାଳ :  ଆଦ୍ୟ ଶାସନ ବୀର ରାମଚନ୍ଦ୍ର ପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ପୀଠରେ ଆଜି ବଡ଼ଓଷା ସରକାରଙ୍କ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତା ରକ୍ଷା କରି ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଶ୍ରୀ ଶ୍ରୀ ଧବଳେଶ୍ୱର ଦେବ କମିଟି ସଭାପତି ପ୍ରସନ୍ନ କୁମାର ଷଡ଼ଙ୍ଗୀ, ସମ୍ପାଦକ ନାରାୟଣ ମିଶ୍ର ଓ ସଭ୍ୟ ମାନେ ସହଯୋଗ କରିଥିଲେ।

Comments are closed.