୧୦୦କୋଟି କ୍ଲବରେ “ସାଇରା ନରସିଂହା ରେଡ୍ଡି”

ମୁମ୍ବଇ : ଅକ୍ଟୋବର ୨ ଗାନ୍ଧୀ ଜୟୟନ୍ତୀରେ ବକ୍ସଅଫିସରେ ମୁକ୍ତିଲାଭ କରିଥିବା ଦୁଇଟି ଚଳଚ୍ଚିତ୍ର “ସାଇ ରା ନରସିଂହା ରେଡ୍ଡି” ଓ “ୱାର” ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ଉଭୟ ଚଳଚ୍ଚିତ୍ର ବକ୍ସଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି। ବଲିଉଡ଼ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଅଭିନୀତ ଚଳଚ୍ଚିତ୍ର “ସାଇ ରା ନରସିଂହା ରେଡ୍ଡି” ତିନି ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି।

Comments are closed.