ଆରଟିଓ -୨ରୁ ଦଲାଲଙ୍କ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ବର :  ଭୁବନେଶ୍ବର ପଟିଆରେ ଥିବା ଆରଟିଓ ଅଫିସ-୨ ନିକଟରେଥିବା ଦଲାଲମାନଙ୍କ ଘରକୁ ମଙ୍ଗଳାବର ବିଡିଏ ଓ ବିଏମସି ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି ।  ଏଠାରେ ଦଲାଲ ମାନଙ୍କର ଥିବା ଚାଳି, ଝୁମ୍ପୁଡ଼ି, ଗୁମୁଟିକୁ ଡ୍ରୋଜର ଲାଗାଇ ଭାଙ୍ଗି ଦିଆଯାଇଛି । ଘଟଣାସ୍ଥଲରେ ପୁଲିସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବର ଆରଟିଓ-୧ ପରିସରରେ ଥିବା ଝୁମ୍ପୁଡି ଘର ଓ କ୍ୟାବିନକୁ  ବିଡିଓ ଏବଂ ବିଏମସି ପକ୍ଷରୁ ସୋମବାର ଭାଙ୍ଗି ଦିଆଯାଇଥିଲା ।

Comments are closed.