ଡ୍ରାଇଭରଙ୍କ ରାସ୍ତାରୋକ

ନବରଙ୍ଗପୁର : ନିର୍ବାଚନ ଡ୍ୟୁଟିରେ ଲାଗିଥିବା ଗାଡି ଡ୍ରାଇଭର ରାସ୍ତାକୁ ଓହ୍ଲାଇଛନ୍ତି । ଖାଦ୍ୟ, ପାନୀୟ ଏବଂ ଟଙ୍କା ମିଳିନଥିବା ଅଭିଯୋଗରେ ନିର୍ବାଚନ ଡ୍ୟୁଟିରେ ଲାଗିଥିବା ଗାଡି ଡ୍ରାଇଭରମାନେ ରାସ୍ତା ଅବରୋଧ କରିଛନ୍ତି । ୨ ଶହରୁ ଉର୍ଦ୍ଧ୍ବ ଗାଡି ରଖି ପୁଲିସ ରିଜର୍ଭ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି ।

Comments are closed.