ଟ୍ରକ୍ ଦୁର୍ଘଟଣାରେ ଚାଳକ ଓ ହେଲପର ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅନ୍ତର୍ଗତ ବତ୍ରିବାଲି ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।ଏକ ଟ୍ରକ୍ ଦୁର୍ଘଟଣାଗସ୍ତ ହୋଇ ଗାଡିଚାଳକ ଏବଂ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments are closed.