ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ଧକ୍କା; ୨ ମୃତ, ଜଣେ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ରାଇବଗା ଥାନା ଅନ୍ତର୍ଗତ ଜମନକେରା ଦୁର୍ଗା ପେଣ୍ଡାଲ ଟର୍ଣ୍ଣିଙ୍ଗଠାରେ ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି ।ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।ସମସ୍ତ ମୃତାହତ ବାଇକରେ ଥିଲେ । ଆହତମାନଙ୍କୁ ପୁଲିସ ସହାୟତାରେ ଆରଜିଏଚରେ ଭର୍ତ୍ତି କରାଯାଇଛି ।

Comments are closed.