ଚାଉଳର ଏପରି ପ୍ରୟୋଗ ବଦଳାଇ ଦେବ ଆପଣଙ୍କ ଭାଗ୍ୟ

ଏହା ଆମେ ସମସ୍ତେ ଜାଣନ୍ତି ଚାଉଳ ଖାଦ୍ୟ ସହ ପୂଜା ପାଠରେ ମଧ୍ୟ ବ୍ୟବହୃତ ହୋଇଥାଏ। ହିନ୍ଦୁ ପରମ୍ପରା ଅନୁସାରେ, ଚାଉଳ ବିନା ପୂଜା ପାଠ ଅସମ୍ପୂର୍ଣ୍ଣ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଚାଉଳର ଏପରି କିଛି ବ୍ୟବହାର ଅଛି ଯାହାଦ୍ବାରା ଆପଣଙ୍କର ଅନେକ ସମସ୍ୟା ଦୂର ହୋଇ ପାରିବ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ –

-ଯେଉଁ ଘରେ ଦୈନିକ ଦେବାଦେବୀଙ୍କୁ ଚାଉଳ ଚଢ଼ାଯାଇଥାଏ ସେମାନଙ୍କ ନିକଟରେ ଅନ୍ନର ଅଭାବ ଦେଖା ଦେଇନଥାଏ।
-ଚାକିରୀ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଥିଲେ କାଉକୁ ମିଠା ଖେଚୁଡ଼ି କରି ଖୁଆଇବା ଲାଭଦାୟକ ହୋଇଥାଏ।
-ପ୍ରତ୍ୟେକ ସୋମବାର ଦିନ ୭ଟି ସୁଧ ଚାଉଳ ପୂଜା କରିବା ଦ୍ବାରା ଏକ ଅଦ୍ଭୁତ ପ୍ରକାରର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
-ଶୁକ୍ରବାର ଚାଉଳ କ୍ଷୀରି ପ୍ରସ୍ତୁତ କରି ବାଣ୍ଟିବା ଦ୍ବାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।

Comments are closed.