୪ ଆଇପିଏସଙ୍କୁ ଏଡିଜି ପାହ୍ୟା ପଦୋନ୍ନତି

ଭୁବନେଶ୍ବର: ୧୯୯୭ ବ୍ୟାଚର ୪ଜଣ ଆଇପିଏସ ଅଫିସରଙ୍କୁ ଏଡିଜି ପାହ୍ୟା ପଦୋନ୍ନତି ଦିଆଯାଇଛି। ଆଇପିଏସ ଦୀପ୍ତେଶ ପଟ୍ଟନାୟକ, ଆଶିଷ କୁମାର ପାଣିଗ୍ରାହୀ, ଧୀରେନ୍ଦ୍ର ସମ୍ଭାଜି କୁଟ୍ଟେ ଏବଂ ରେଖା ଲୋହାନୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।

Comments are closed.