ଶିଶୁ ପୁତ୍ରର ମୃତ୍ୟୁପରେ ମା’ ସୁମତି ବି ଚାଲିଗଲେ

ରେଙ୍ଗାଲିକେମ୍ପ୍: ପୁଅକୁ ହରାଇ ମାଁ କେବେ ବଞ୍ଚିପାରେ ନାହିଁ ଏକଥା ପ୍ରମାଣ କରି ଦେଖାଇଛନ୍ତି ସୁମତି। ବରଗଡ଼ ଜିଲା ଖେଦାପାଲି ଡାକ୍ତରଖାନାରେ ନବଜାତ ଶିଶୁ ପୁତ୍ର ମୃତ୍ୟୁ ହେବା କିଛି ଦିନ ପରେ ମାଁ ସୁମତି ବି ଚାଲିଗଲେ। ସୁମତି ଥିଲେ ଉଦେପୁର ଗ୍ରାମର ଝିଅ ଓ ଦେହେରି ପାଲିର ମକସିର ଦେହେରୀଙ୍କ ପୁଅ ମଧୁ ଦେହେରିଙ୍କ କୂଳବଧୁ। ତାଙ୍କର ବିବାହ ପରେ ପ୍ରଥମ ପୁଅ ଜନ୍ମନେଇ ଥିଲା।

 

ସ୍ବାସ୍ତ୍ରୀ ବହୁତ ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଥିଲେ।କିନ୍ତୁ ତାଙ୍କର ଏଇ ଖୁସିର ସମୟ ବେଶୀ ଦିନ ରହିଲା ନାହିଁ। ଦ୍ବିତୀୟ ପୁଅ ଜନ୍ମ ହେଲା ପରେ ଡାକ୍ତର ଖାନାରେ ହିଁ ତାର ମୃତ୍ୟୁ ହୋଇଥିଲା। କିନ୍ତୁ ସେଇ ଦୁଃଖ ମାଁ ସୁମତିଙ୍କ ମନରେ ଗଭୀର ଦୁଃଖ ଦେଇଥିଲା, ଯାହା ଫଳରେ ଧୀରେ ଧୀରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇ ତାଙ୍କୁ ବିକାଶ

Comments are closed.