ଆଜାଦି କି ଅମୃତ ମହୋତ୍ସବ ପାଇଁ ସାଇକେଲ ରାଲି

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ର ରେଙ୍ଗାଲି ଠାରେ ଥିବା ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ପକ୍ଷରୁ ସ୍ବାଧିନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଆଜାଦି କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଆଜି ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ସାଇକେଲ ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ସହର ପରିକ୍ରମା ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଦେଶାତ୍ମବୋଧକ ସ୍ଳୋଗାନ୍ ପରିବେଶରେ ଦେଶାତ୍ମବୋଧ ଭାବନା ଜାଗୃତ କରିଥିଲା। ସାଇକେଲ ରାଲିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

Comments are closed.