ମା’ ସମଲେଶ୍ବରୀଙ୍କୁ ସାଢେ ୬ଫୁଟ ଉଚ୍ଚତାର ଜୁଗାର୍ ଭୋଗ ଅର୍ପଣ

ରେଙ୍ଗାଲି ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ସମଲେଶ୍ବରୀ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କୁ ଆଜି ମନ୍ଦିର ପରିଚାଳନା କମିଟୀ ପକ୍ଷରୁ ଆଜି ସାଢେ ୬ଫୁଟ ଉଚ୍ଚତାର ଏକ ଜୁଗାର୍ ଭୋଗ ଅର୍ପଣ କରାଯାଇଛି। ଆଜି ଦେବୀ ମହାଷ୍ଟମୀ ପୂଜା ଶାକ୍ତ ପରମ୍ପରା ଅନୁସାରେ ସମ୍ପନ୍ନ ହେବା ଅବସରରେ ଦେବୀ ସମଲେଶ୍ବରୀଙ୍କୁ ଜୁଗାର୍ ଭୋଗ ଅର୍ପଣ କରାଯାଇଥିଲା।

Comments are closed.