ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରେଢ଼ାଖୋଲ: ଗାଁ ଦାଣ୍ଡରେ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ପୁଅ। ରେଢ଼ାଖୋଲ ଥାନା ଆମ୍ବଝରି ଗାଁରେ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ। ନିଶାଶକ୍ତ ହୋଇ ପୁଅ ବାପାକୁ ହାଣିଥିବା ସୂଚନା ମିଳିଛି। ଅଭିଯୁକ୍ତ ପୁଅ ଅଟକ ଥିବା ଜଣାପଡ଼ିଛି।

Comments are closed.