ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରେଢ଼ାଖୋଲ: ଗାଁ ଦାଣ୍ଡରେ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ପୁଅ। ରେଢ଼ାଖୋଲ ଥାନା ଆମ୍ବଝରି ଗାଁରେ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ। ନିଶାଶକ୍ତ ହୋଇ ପୁଅ ବାପାକୁ ହାଣିଥିବା ସୂଚନା ମିଳିଛି। ଅଭିଯୁକ୍ତ ପୁଅ ଅଟକ ଥିବା ଜଣାପଡ଼ିଛି।

Comments
Loading...