ରଥ କାଠ ଚିରଟ ଅନୁକୂଳ

କଟକ : ଶନିବାର ପୁରୀ ରଥଯାତ୍ରା ପାଇଁ କାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ କରତ କଳରେ ରଥକାଠ ଚିରଟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କାଠ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି ।

Comments are closed.