ରାଶି ଅନୁଯାୟୀ ବ୍ୟବହାର କରନ୍ତୁ ଏହି ଜିନିଷ

ମେଷ – ଦୁଃଖ ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ।
ବୃଷ – ଏହି ରାଶିର ବ୍ୟକ୍ତିମାନେ ଦକ୍ଷିଣ ମୁଖୀ ଶଙ୍ଖ ରଖି ପୂଜା କରିବା ଉଚିତ।
ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
କର୍କଟ – ଏହି ରାଶିର ବ୍ୟକ୍ତିମାନେ ନିଜ ଘରେ ଶାମୁକା ଓ କଉଡ଼ି ଆଣି ରଖିବା ଉଚିତ।
ସିଂହ – ଏହି ରାଶିର ବ୍ୟକ୍ତିମାନେ ପୂଜାରେ ଅକ୍ଷତ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତିମାନେ ନିଜର ଦୁଃଖ ଓ ଅସୁବିଧା ସମୟରେ ନିୟମିତ ଘିଅର ଦୀପ ଲଗାଇବା ଉଚିତ।
ତୁଳା – ଏହି ରାଶିର ବ୍ୟକ୍ତିମାନେ ଗୃହରେ ଆଣି ଶ୍ରୀଯନ୍ତ୍ର ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ।
ବିଛା – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଧନୁ – ଏହି ରାଶିର ବ୍ୟକ୍ତିମାନେ ଗୃହରେ ରୁଦ୍ରାକ୍ଷ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମକର – ଏହି ରାଶିର ବ୍ୟକ୍ତିମାନେ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ।
କୁମ୍ଭ – ଏହି ରାଶିର ବ୍ୟକ୍ତିମାନେ ଦୀପ ଲଗାଇବା ଉଚିତ।
ମୀନ – ଏହି ରାଶିର ବ୍ୟକ୍ତିମାନେ ମଧ୍ୟ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ।

Comments are closed.