MEllora 950×100

ପୁଣି ଲଜ୍ଜା, ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ସହ ନାବାଳିକା ଜଣଙ୍କର ଆପତ୍ତିଜନକ ଫଟୋ ଭାଇରାଲ କରାଯାଇଥିଲା। ପୀଡିତା ଜଣଙ୍କ ଆତ୍ମହତ୍ୟାର ଉଦ୍ୟମ କରି ଜୀବନରୁ ବଞ୍ଚିଯାଇଥିବା ପୀଡିତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି।

Comments are closed.