୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ

ପଦ୍ମପୁର : ବରଗଡ଼ ଜିଲା ପଦ୍ମପୁର ଥାନା ଅଞ୍ଚଳରେ ୩ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ବଳାତ୍କାର ଅଭିଯୋଗରେ ଜଣେ ନାବାଳକକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

Comments are closed.