ରାଶି ଅନୁଯାୟୀ ଚୟନ କରନ୍ତୁ ରାକ୍ଷୀ

ଭାଇଭଉଣୀଙ୍କ ସ୍ନେହର ସାକ୍ଷୀ ପବିତ୍ର ରାକ୍ଷୀ। କେଉଁ ରାଶି ପାଇଁ କିଭଳି ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ।ଜାଣନ୍ତୁ ତାହା କ’ଣ…..
ରାଶୀ ଅନୁସାରେ ରାକ୍ଷୀର ରଙ୍ଗ –
ମେଷ, ବିଛା ରାଶି – ଲାଲ ରଙ୍ଗ
ବୃଷଭ, ତୁଳା,କର୍କଟ ରାଶି – ଧଳା କିମ୍ବା ପାଉଁଶିଆ ରଙ୍ଗ
ମିଥୁନ, କନ୍ୟା ରାଶି – ସବୁଜ ରଙ୍ଗ
ସିଂହ ରାଶି – ଗୋଲାପି କିମ୍ବା ସ୍ୱର୍ଣ୍ଣ ରଙ୍ଗ
ଧନୁ, ମୀନ ରାଶି – ହଳଦିଆ ରଙ୍ଗ
ମକର , କୁମ୍ଭ ରାଶି – ନୀଳ ରଙ୍ଗ

Comments are closed.