ମାନବାଧିକାରର ସୁରକ୍ଷା ପାଇଁ ରାଜଯୋଗିନୀ ବେଦାନ୍ତିଙ୍କୁ ବିଶ୍ବ ଶାନ୍ତି ସମ୍ମାନ

ନୂଆଦିଲ୍ଲୀ : ଆଫ୍ରିକା ମହାଦେଶରେ ମାନବାଧିକାରର ସୁରକ୍ଷା, ଶାନ୍ତି ଓ ସଦଭାବ ବଜାୟ ରଖିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜଯୋଗିନୀ ବେଦାନ୍ତିଙ୍କୁ Global Ambassador for Peace Award  ପୁରସ୍କାରରେ ସମ୍ମାନିତ କରାଯାଇଛି।   ମାନବାଧିକାର ଦିବସ ଅବସରରେ ମାନବିକ ଅଧିକାର ପରିଷଦ ପକ୍ଷରୁ ଦିଲ୍ଲୀର ଇଣ୍ଡିଆନ ଇସଲାମିକ ସାଂସ୍କୃତିକ କେନ୍ଦ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭଉଣୀ ବେଦାନ୍ତି ଓ ଡ.ବିନ୍ନି ଉଦବୋଧନ ଦେବା ସହିତ ବିଶିଷ୍ଟ ଅତିଥି ମାନଙ୍କ ସହିତ ‘ପଜ୍ ଫର ପିସ୍’ (” Pause For Peace ” ) ପ୍ରକଳ୍ପର ଶୁଭାରମ୍ଭ କରିଛିନ୍ତି ।

 

 

Comments are closed.