ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ୪ ରାଜ୍ୟସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦଳ ପୁଣିଥରେ  ସସ୍ମିତ ପାତ୍ରଙ୍କ ଉପରେ ଭରସା କରିଛି । ସସ୍ମିତ ପୁଣି ଥରେ ରାଜ୍ୟସଭାକୁ ଯିବାନେଇ ବିଜେଡି ସ୍ପଷ୍ଟ କରିଛି । ସେହିପରି ସୁଲତା ଦେଓ, ନିରଞ୍ଜନ ବିଶି ଓ ମାନସ ମଙ୍ଗରାଜଙ୍କ ନାଁ ଘୋଷଣା କରିଛି ଦଳ ।

 

Comments are closed.