ରାଜସ୍ଥାନରେ ବର୍ଷା ; ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

ରାଜସ୍ଥାନ : ମୌସୁମୀ ବର୍ଷାର ପ୍ରଭାବ ରାଜସ୍ଥାନରେ ମଧ୍ୟ ଦେଖାଯାଇଛି। ଏଠାରେ ୧୨ଟି ଜିଲାରେ ଗତକାଲି ହୋଇଥିବା ବର୍ଷା ପ୍ରଭାବରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ସହ ଗମନାଗମନରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନରୁ ଜଳ ନିଷ୍କାସନ କରାଯାଉଛି। ମିଳିଥିବା ସୂଚନାନୁଯାୟୀ, ଅନେକ ଜିଲାର ବହୁ ଗାଁ ଓ ସହରର ମାନଙ୍କର ଜଳ ପ୍ରବେଶ କରିଛି।

Comments are closed.