ଟ୍ୱିନ ସିଟିରେ ପ୍ରବଳ ବର୍ଷା ; ଦିନ ୧୦ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର : ଟ୍ୱିନ ସିଟିରେ ଲାଗି ରହିଛି ପ୍ରବଳ ବର୍ଷା। ଏହାସହ ଆଜି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ଦିନ ୧୦ଟା ଯାଏଁ କଟକ ଓ ଭୁବନେଶ୍ୱରରେ ଘଣ୍ଟାକୁ ୨ ରୁ ୩ ସେମି ବର୍ଷିବ। ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି ।

Comments are closed.