ଭାରତୀୟ ରେଳବାଇ ପକ୍ଷରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ

ନୂଅଦେିଲ୍ଲୀ :  ଭାରତୀୟ ରେଳବାଇ ପକ୍ଷରୁ ଆଜି ଠାରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହି ଟ୍ରେନଗୁଡିକ ବାରଣାସୀ-ସୁଲତାନପୁର,ଅମୃତସର-ପଠାନକୋଟ୍‍, ଜଳନ୍ଦର ସିଟି-ପଠାନକୋଟ୍‍, ଫିରୋଜପୁର-ଲୁଧିଆନା, ଭଟିଣ୍ଡା-ଫିରୋଜପୁର, ଦିଲ୍ଲୀ-ରୋହତକ ଓ ଦିଲ୍ଲୀ-ପାନିପଥ ମଧ୍ୟରେ ଚଳାଚଳ କରିବ।  ଉତ୍ତର ରେଳବାଇ ପକ୍ଷରୁ ଏହି ଟ୍ରେନଗୁଡିକ ଚଳାଚଳ କରାଯାଉଛି। ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି, ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ଆରାମଦାୟକ ଓ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବ।

Comments are closed.