ଚର୍ଚ୍ଚିତ ରେଳଷ୍ଟେସନ୍‌ର ନାମ

– ମହାରାଷ୍ଟ୍ରର ବେଲାପୁରସ୍ଥିତ ଏକ ରେଳଷ୍ଟେସନ୍‌ର ନାମ ହେଉଛି ‘ବାପ’। ଛୋଟ ଏଇ ରେଳଷ୍ଟେସନ୍‌ରେ ଦୈନିକ ୮ଟି ଯାତ୍ରୀବାହୀ ​‌ରେଳ ଯାତାୟାତ କରିଥାଏ। ଅଧିକାଂଶ ପର୍ଯ୍ୟଟକ କେବଳ ସେଲ୍‌ଫି ଉଠାଇବା ନିମନ୍ତେ ଏଠାକୁ ଆସୁଥିବାର ଜଣାପଡ଼ିଛି।

– ଅନ୍ୟ ଏକ ଚର୍ଚ୍ଚିତ ରେଳଷ୍ଟେସନ୍ ହେଉଛି ‘କାଲା ବକରା’। ଜଳନ୍ଧରର ଏକ ଗ୍ରାମରେ ଥିବା ଏଇ ଷ୍ଟେସନ ଲୋକପ୍ରିୟତା ଦିନକୁଦିନ ବଢ଼ିବାରେ ଲାଗିଛି।

-ଉତ୍ତରପ୍ରଦେଶର ଏକ ଲୋକପ୍ରିୟ ଛୋଟ ଷ୍ଟେସନ୍‌ ହେଉଛି ‘ବିଲ୍ଲି ଷ୍ଟେସନ୍’।

Comments are closed.