ଯାଜପୁର ଏସ୍‍ପି ଭାବେ ରାହୁଲ ପିଆରଙ୍କ ଯୋଗଦାନ

ଯାଜପୁର : ଯାଜପୁର ଜିଲ୍ଲା ଏସ୍‍ପି ଭାବେ ରାହୁଲ ପିଆର ଆଜି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଝାରସୁଗୁଡ଼ାର ଏସ୍‍ପି ଥିଲେ । ପୁଲିସ ଓ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୃଦୁଢ କରିବା ସହିତ କୋଭିଡ ନିୟମ ଓ ସରକାରୀ ନିୟମକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଏସ୍‍ପି । ଏହା ପୂର୍ବରୁ ଯାଜପୁର ଏସ୍‍ପି ଭାବେ ଚରଣ ସିଂ ମିନା କାର୍ଯ୍ୟରତ ଥିଲେ ଏବେ ଭଦ୍ରକ ଏସ୍‍ପି ଭାବେ ତାଙ୍କର ବଦଳି ହୋଇଛି।

Comments are closed.