ଆଦିବାସୀଙ୍କ ସହ ନାଚିଲେ ରାହୁଲ

ରାୟପୁର : ଛତିଶଗଡ଼ ରାଜଧାନୀ ରାୟପୁରଠାରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ତିନିଦିନିଆ ଜାତୀୟ ଆଦିବାସୀ ମହୋତ୍ସବ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଆଦିବାସୀଙ୍କ ସହ ପାରମ୍ପରିକ ନୃତ୍ୟରେ ସାମିଲ ହୋଇଥିଲେ ଓ ନିଜେ ଆଦିବାସୀ ବେଶରେ ନାଚିଥିଲେ। ତାଙ୍କ ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ନାଚିଥିବା ଦେଖାଯାଇଥିଲା।

Comments are closed.